” କଣ ଦେଲେ ଗୁରୁମନ୍ତ୍ର ?” | NEWSROOM DEBATE | NEWS18 ODIA

ଆଜିଠୁ ନବନିଯୁକ୍ତ କଂଗ୍ରେସ ସଭାପତିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ . କଂଗ୍ରେସ ଭବନରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି . ଏହି ବୈଠକ ୨ ଦିନ ଧରି ଚାଲିବ . ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣ ଓଡିଶା ର ୧୦ ଟି ଜିଲ୍ଲାର ସଭାପତି ଯୋଗ ଦେବେ . ସଙ୍ଗଠନକୁ କିଭଳି ସୁଦୃଢ କରାଯାଇପାରିବ ସେ ନେଇ ଗୁରୁମନ୍ତ୍ର ଦେବେ ପିସିସି ସଭାପତି ନିରଞ୍ଜନ ପଟନାୟକ . ଏହାକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା " କଣ ଦେଲେ ଗୁରୁମନ୍ତ୍ର ?"

About Channel:
News18 Odia is an exclusive news channel on YouTube which streams news related to Odisha, Nation and World. Along with the news, the channel also debates on contemporary topics and shows special series which are interesting and informative.

News18 ଓଡ଼ିଆ ଏକ ପ୍ରସିଦ୍ଧ channel.ଦେଶ ବିଦେଶର ମହତ୍ଵପୂର୍ଣ୍ଣ ଖବର ଏଠାରେ ପ୍ରକାଶ ପାଉଛି .youtubeରେ ବି ଏହି channel ପ୍ରସିଦ୍ଧ .

Subscribe to our channel for latest news updates:
Like Us:
Follow Us:
Website:

Leave a Reply

Your email address will not be published. Required fields are marked *