in

” ପୁଣି ବିବାଦରେ ସୋନା ” | NEWSROOM DEBATE | NEWS18 ODIA

ବିବାଦ ଘେରରେ ବଲିଉଡ ସିଙ୍ଗର ସୋନା ମହାପାତ୍ର . ନିକଟରେ ଓଡ଼ିଆ ଭଜନ "ଆହେ ନୀଳ ଶଇଳ" ର ଭୁଲ ଉଚ୍ଚାରଣ କରି ସେ ବିବାଦ ଭିତରକୁ ଆସିଛନ୍ତି . ଏହାକୁ ନେଇ ଅନେକ ତର୍କ ବିତର୍କ ମଧ୍ୟ ଚାଲିଛି . ପୂର୍ବରୁ " ରଙ୍ଗବତୀ " ଗୀତକୁ ବିକୃତ କରି ଉଚ୍ଚାରଣ କରିଥିବାରୁ ସେ ବିବାଦ ଭିତରକୁ ଆସିଥିଲେ . ଏହାକୁ ନେଇ ଆଜିର ବିତର୍କ " ପୁଣି ବିବାଦରେ ସୋନା "

About Channel:
News18 Odia is an exclusive news channel on YouTube which streams news related to Odisha, Nation and World. Along with the news, the channel also debates on contemporary topics and shows special series which are interesting and informative.

News18 ଓଡ଼ିଆ ଏକ ପ୍ରସିଦ୍ଧ channel.ଦେଶ ବିଦେଶର ମହତ୍ଵପୂର୍ଣ୍ଣ ଖବର ଏଠାରେ ପ୍ରକାଶ ପାଉଛି .youtubeରେ ବି ଏହି channel ପ୍ରସିଦ୍ଧ .

Subscribe to our channel for latest news updates:
Like Us:
Follow Us:
Website:

What do you think?

Written by daily reporters

Leave a Reply

Your email address will not be published. Required fields are marked *

GIPHY App Key not set. Please check settings

Game #6 | Solitaire World Tour August 18, 2018 Event

Molly Martinez 2018 Political Reporter Reel