ପ୍ରେସମିଟ ଜରିଆରେ ସମସ୍ତ ଘଟଣା ବଖାଣିଲା Crime Branch |Newsroom Debate | PRATISODH RA BOMA |

ଦୀର୍ଘ ୨ ମାସ ଧରି ପୋଲିସ କୁ ଭୁଆଁ ବୁଲାଉଥିଲା ଅଭିଯୁକ୍ତ ପୁଞ୍ଜି ଲାଲ ମେହେର. ପୋଲିସ ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ପାଲଟି ଯାଇଥିଲା ଏହି ଘଟଣା . ଶେଷରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ପୁଞ୍ଜି ଲାଲ ମେହେର ନିଜ ଦୋଷ ସ୍ୱୀକାର କରିଛନ୍ତି ଏବଂ ପୁଞ୍ଜି ଲାଲକୁ ଆଜି କୋଟ ଚାଲାଣ କରାଯିବ . ତେବେ ଅଧିକ ତଥ୍ୟ ପାଇଁ ପୁଞ୍ଜି ଲାଲ କୁ ୧୦ ଦିନିଆ ରିମାଣ୍ଡ ରେ ନେଇପାରେ କ୍ରାଇମବ୍ରାଞ୍ଚ. ଏହାକୁ ନେଇ ଏକ ପ୍ରେସମିଟ କରିଛନ୍ତି ପୋଲିସ ରାଜେନ୍ଦ୍ର ପ୍ରସାଦ ଶର୍ମା . ଏହି ପୁରା ଘଟଣାକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା " ପ୍ରତିଶୋଧର ବୋମା "
News18 Odia is an exclusive news channel on YouTube which streams news related to Odisha, Nation and World. Along with the news, the channel also debates on contemporary topics and shows special series which are interesting and informative.

News18 ଓଡ଼ିଆ ଏକ ପ୍ରସିଦ୍ଧ channel.ଦେଶ ବିଦେଶର ମହତ୍ଵପୂର୍ଣ୍ଣ ଖବର ଏଠାରେ ପ୍ରକାଶ ପାଉଛି .youtubeରେ ବି ଏହି channel ପ୍ରସିଦ୍ଧ .Subscribe to our channel for latest news updates:

24 Comments

Leave a Reply

Leave a Reply

Your email address will not be published. Required fields are marked *