Exclusive Newsroom Debate On Elephant | BIPADA RE GAJRAJ | News18 Odia

ନିକଟରେ ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି. ଆଜି ସକାଳେ ଝାରସୁଗୁଡ଼ାରେ ଟ୍ରେନ ଧକା ହେବା ଫଳରେ ୩ ଟି ହାତୀଙ୍କର ମୃତ୍ୟୁ ହୋଇଥିବା ଖବର ପ୍ରକାଶିତ ହୋଇଛି. ତେବେ ପ୍ରଶ୍ନ ଉଠୁଛି ଆମ ଦେଶରେ ହାତୀ କେତେ ସୁରକ୍ଷିତ ? ଏହାକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା ବିପଦରେ ଗଜରାଜ
News18 Odia is an exclusive news channel on YouTube which streams news related to Odisha, Nation and World. Along with the news, the channel also debates on contemporary topics and shows special series which are interesting and informative.

News18 ଓଡ଼ିଆ ଏକ ପ୍ରସିଦ୍ଧ channel.ଦେଶ ବିଦେଶର ମହତ୍ଵପୂର୍ଣ୍ଣ ଖବର ଏଠାରେ ପ୍ରକାଶ ପାଉଛି .youtubeରେ ବି ଏହି channel ପ୍ରସିଦ୍ଧ .Subscribe to our channel for latest news updates:

Leave a Reply

Your email address will not be published. Required fields are marked *