Newsroom Debate | ASURAKHITA KALAKAR | 23 Apr 2018 | News18 Odia

ଅନୁଗୁଳରେ ଓଲିଉଡ଼ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଛି. ତେବେ ପ୍ରଶ୍ନ ଉଠୁଛି ଯଦି ଜଣେ ନାମିଦାମୀ ଅଭିନେତ୍ରୀ ଏଠି ସୁରକ୍ଷିତ ନୁହେଁ ତେବେ ଜଣେ ସାଧାରଣ ନାରୀ କେତେ ସୁରକ୍ଷିତ ? ଏହାକୁ ନେଇ ଆମର ସ୍ୱତନ୍ତ ଉପସ୍ଥାପନା " ଅସୁରକ୍ଷିତ କଳାକାର "
News18 Odia is an exclusive news channel on YouTube which streams news related to Odisha, Nation and World. Along with the news, the channel also debates on contemporary topics and shows special series which are interesting and informative.

News18 ଓଡ଼ିଆ ଏକ ପ୍ରସିଦ୍ଧ channel.ଦେଶ ବିଦେଶର ମହତ୍ଵପୂର୍ଣ୍ଣ ଖବର ଏଠାରେ ପ୍ରକାଶ ପାଉଛି .youtubeରେ ବି ଏହି channel ପ୍ରସିଦ୍ଧ .Subscribe to our channel for latest news updates:

One Comment

Leave a Reply
  1. ଶ୍ରୀଯୁକ୍ତ ହର ବାରିକ (ସାର୍) ଏବଂ ସୋମେସ ଭାଇଙ୍କୁ ନମସ୍କାର ଏବଂ ମୁ ହୃଦୟରୁ ଧନ୍ୟବାଦ ଦେଉଛି, ଏକଦମ୍ perfect କଥା କହିଛନ୍ତି….. ଗୋଟେଯାତ୍ରା ପାଟି ଯେତେବେଳେ ଯାତ୍ରା ପରିବେସଣ କରିବା ପାଇଁ କୈାଣସି ଯାଗାକୁ ଯାଉଛି ସେତେବେଳେ ସେଠାରେ ଯାତ୍ରା ପ୍ରତି କେତେ ସୁରକ୍ଷା ବ୍ୟବସ୍ଥା କରାଯାଇଛି ସେ ବିସୟରେ ନିକଟସ୍ଥ police station ସହିତ ଆଲୋଚନା କରିବା ନିହାତି ଜରୁରି…..

Leave a Reply

Your email address will not be published. Required fields are marked *

two + twelve =